ରାଜ୍ୟ

ପାରିବାରିକ କଳହ ଯୋଗୁ ଭାଇକୁ ହତ୍ୟା କଲା ଭାଇ

Spread the love

କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଖିରିଖିଆ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ ବେହେରା ବଦରା ସହ ସାନଭାଇ ବର୍ଜୁ ବଦରାଙ୍କ ଝଗଡ଼ା ହୋଇଥିଲା ।  ବଡଭାଇ ସାନ ଭାଇକୁ ଫାଉଡାରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲା ।ଖବର ପାଈ ଗୁରୁଡିଝାଟିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ କଟକ ଜିଲ୍ଲାର ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ଅନୁଧ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *