ଆନ୍ତର୍ଜାତୀୟ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର

Spread the love

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର | ସୁରକ୍ଷିତ ନୁହଁନ୍ତି ହିନ୍ଦୁ ସମ୍ପ୍ରଦାୟ |ବାରମ୍ବାର  ସେମାନଙ୍କ ଉପରକୁ  ଆକ୍ରମଣ ହେଉଛି| ଜଣେ ହିନ୍ଦୁ ଯୁବକଙ୍କୁ  ବାଂଲାଦେଶର ଏକ ମନ୍ଦିର ସମ୍ମୁଖରେ କିଛି ବ୍ୟକ୍ତି ଘେରି ଜୋର ଜବରଦସ୍ତି ବିଚ୍‌ ରାସ୍ତାରେ କାନ ଧରି ଉଠବସ୍‌ କରୁଛନ୍ତି  |କେବଳ ସେତିକି ନୁହେଁ, ଅଧିକ ଥର ଉଠବସ୍‌ ହେବାକୁ ବି ଧମକ ଦିଆଯାଉଛି |ତେବେ ଯୁବକ ଜଣକ ମନ୍ଦିର ଯାଉଥିବାରୁ ତାଙ୍କୁ ଏଭଳି ଦଣ୍ଡ ମିଳିଥିବା ଜଣାପଡିଛି ।  ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏଭଳି  ରାଜନୈତିକ ହିଂସା ଲାଗି ରହିଛି। ବାଂଲାଦେଶ ଏବେ ହିନ୍ଦୁଙ୍କ ପାଇଁ ଅସୁରକ୍ଷିତ ଥିବା ବେଳେ ସେମାନେ ଘରେ ରହିବାକୁ ବି ଅସୁରକ୍ଷିତ ମନେ କରୁଛନ୍ତି |

Leave a Reply

Your email address will not be published. Required fields are marked *