ଶିକ୍ଷା

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ରେ ୩୨୪ ପଦବୀ ଖାଲି

Spread the love

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।ଅଣ ସଂରକ୍ଷିତ-୧୮୮, SEBC-୨, ଅନୁସୂଚିତ ଜାତି-୬୦, ଅନୁସୂଚିତ ଜନଜାତି-୭୪ | ଆବେଦନ କରିବାର ତାରିଖ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୨୬ ରହିଛି ।ଇଚ୍ଛୁକ ପ୍ରାର୍ଥୀ ଯୁକ୍ତ ୨ ବିଜ୍ଞାନ ସହିତ ଭୋକେସନାଲ  କୋର୍ସ କରିଥିବା ଜରୁରୀ । ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।ପ୍ରାର୍ଥୀଙ୍କ ଚୟନ ପ୍ରିଲିମିନାରୀ ପରୀକ୍ଷା, ଲିଖିତ ପରୀକ୍ଷା, ସାର୍ଟିଫିକେଟ ଭେରିଫିକେସନ ଜରିଆରେ ହେବ ।

Leave a Reply

Your email address will not be published. Required fields are marked *