ରାଜ୍ୟ

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁ କୁ ମିଳିବ ଇଣ୍ଟରନେଟ

Spread the love

୨୦୨୫ ମାର୍ଚ୍ଚ ସୁଦ୍ଧା ଯୋଗାଯୋଗ ହୋଇନଥିବା ଗାଁକୁ ସେବା ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ବିବୃତ୍ତି ରଖିଛନ୍ତି। ଇଣ୍ଟରନେଟ୍ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମ୍‌ଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି। ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ। ପାହାଡିଆ ଅଞ୍ଚଳରେ ଟାୱାର ଯୋଗାଯୋଗ ହୋଇପାରି ନାହିଁ। ମୋହନ ସରକାର ଆସିବା ପରେ ଏନେଇ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ମୋବାଇଲ ଓ ଇଣ୍ଟରନେଟ୍ ସେବା ମିଳିବ।

Leave a Reply

Your email address will not be published. Required fields are marked *