ରାଜ୍ୟ

ଭୁବନେଶ୍ୱର ସମବାୟ ବ୍ୟାଙ୍କ୍‌ର ଜମାକାରୀଙ୍କ ପାଇଁ ଖୁସି ଖବର

Spread the love

୨୦୧୫ରୁ ବନ୍ଦ୍ ହୋଇ ପଡ଼ିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କ୍‌ର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଟଙ୍କା ଫେରାଯିବ । ଜମା ରାଶି ଫେରସ୍ତ କରିବେ ରାଜ୍ୟ ସରକାର । ଏହାଦ୍ୱାରା ସମବାୟ ବ୍ୟାଙ୍କ୍ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ। କାରଣ ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ ଭାବରେ ପରିଣତ କରାଯିବ ।

 

 

 

Leave a Reply

Your email address will not be published. Required fields are marked *