ଅପରାଧ

ଗୋଚାଲାଣ ଗାଡ଼ି ଜବତ

Spread the love

ବାଲେଶ୍ୱର ଜିଲ୍ଲା ସୋରର ବାରିକପୁର ହାଟରେ ଗୋଚାଲାଣ ହେଉଥିବାବେଳେ ପୁଲିସ ଏକ ଗାଡ଼ିକୁ ଜବତ କରିବା ସହ ଏଥିରେ ବୋଝେଇ ହୋଇଯାଉଥିବା ଗୋରୁଙ୍କୁ ଉଦ୍ଧାର କରିଛି।

ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଏହି ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଗୋରୁ ବୋଝେଇ ହୋଇ ଯାଉଥିବା ମିନି ଟ୍ରକ୍‌କୁ ଜବତ କରାଯାଇଛି। ଉଦ୍ଧାର ଗୋରୁଙ୍କୁ ସୋର ଗୋଶାଳାରେ ଛଡ଼ାଯାଇଛି।

Leave a Reply

Your email address will not be published. Required fields are marked *