ନିରାଶ୍ରୟ ଓ ଗରିବ ପରିବାରଙ୍କୁ ସଦସ୍ୟ ଶ୍ରୀ ଅଶୋକ ମହାପାତ୍ର ଙ୍କ ଦ୍ୱାରା ଶୀତ ବସ୍ତ୍ର ବଣ୍ଟନ

ଆଜି, ତା 05.01,2025ରିଖ ମର୍କତ ନଗର ଆବାସିକ ସଂଘ ଆନୁକୂଲ୍ୟରେ ଶତାଧିକ ନିରାଶ୍ରୟ ଓ ଗରିବ ପରିବାରଙ୍କୁ ସଦସ୍ୟ ଶ୍ରୀ ଅଶୋକ ମହାପାତ୍ର ଙ୍କ ଦ୍ୱାରା ଶୀତ ବସ୍ତ୍ର (କମ୍ବଳ )ବଣ୍ଟନ କରାଯାଇଛି | ଏହି କାଯ୍ୟକ୍ରମରେ ସଭାପତି ଶ୍ରୀ ଦୟାନିଧି ଲେଙ୍କା ଙ୍କ ପୌରୋହିତ୍ୟରେ ପ୍ରାକ୍ତନ କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସାହୁ ଯୁଗ୍ମ ସମ୍ପାଦକ ଶ୍ରୀ ବଂକିମ ଚନ୍ଦ୍ର ମହାନ୍ତି, କୋଷା ଧକ୍ଷ ଶ୍ରୀ ନିଶାକର ଦାଶ, ଶ୍ରୀ ସନ୍ତୋଷ କୁମାର ନନ୍ଦ, ସମାଜସେବୀ ଶ୍ରୀ ଗଦାଧର ସାହୁ ଓ ଶ୍ରୀ ଅକ୍ଷୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ |

