ରାଜ୍ୟ

ନନ୍ଦନକାନନରେ ଉନ୍ମୋଚନ ହେଲା ୬ଟି ଆଧୁନିକ ସୁବିଧା

Spread the love

ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇସାରିଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଯୋଗଦେଇ ଥିଲେ ।  ଏହି ଅବସରରେ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ସୁରକ୍ଷାକର୍ମୀ ଆବାସିକ କମ୍ପ୍ଲେକ୍ସ, ଲାଇବ୍ରେରି ଓ ଡିଜିଟାଲ୍ ହବ୍, ସଂରକ୍ଷଣ ଅନୁସନ୍ଧାନ ଓ ତାଲିମ କେନ୍ଦ୍ର, ପକ୍ଷୀ ସଙ୍ଗରୋଧ କେନ୍ଦ୍ର, ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଆକର୍ଷଣ ଲାଗି କାଞ୍ଜିଆ ହ୍ରଦ କୂଳରେ ନିର୍ମିତ କରାଯାଇଥିବା ପରିଦର୍ଶନ କେନ୍ଦ୍ର ଓ ଉନ୍ନତିକରଣ କରାଯାଇଥିବା ହିମାଳୟ କଳା ଭାଲୁ ଖୁଆଡ଼କୁ ଉଦ୍‌ଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *