ମହାନଗର

ଆସନ୍ତା ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଯୋଜନା

Spread the love

ଆସନ୍ତା ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଏହି ଯୋଜନା ନେଇ କ୍ୟାବିନେଟ୍‌ରେ ପାରିତ ହେବ । ଏହା ପରେ ଆସନ୍ତା ୧୩ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବ ।  ଏହା ପରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.  ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ରାଜ୍ୟର ସାଢ଼େ ୩ କୋଟି  ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ଅୟୁଷ୍ମାନ  ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ମିଳିବ ।

Leave a Reply

Your email address will not be published. Required fields are marked *