ପୁଲିସ ସରଣ୍ଡା ଜଙ୍ଗଲରୁ ୨୧ ଲ୍ୟାଣ୍ଡମାଇନ ଓ ୫୫ ଜିଲୋଟିନ୍ ଜବତ କରିଛି
ବିଶ୍ରା ବ୍ଲକ୍ ଅଧୀନସ୍ଥ ଜରାଇକେଲା ସୀମାରୁ ପ୍ରାୟ ୮୦ କିଲୋମିଟର ଦୂର ପୋଡ଼ାହାଟ ସରଣ୍ଡା ଜଙ୍ଗଲରେ ଚାଲିଥିବା ନକ୍ସଲବିରୋଧୀ ଅଭିଯାନରେ ପଶ୍ଚିମ ସିଂହଭୂମ ଜିଲ୍ଲା ପୁଲିସ ବଡ଼ ସଫଳତା ପାଇଛି। ପୁଲିସ ମଙ୍ଗଳବାର ନକ୍ସଲମାନଙ୍କ ଦ୍ଵାରା ଗଚ୍ଛିତ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିରେ ୨୧ଟି ଲ୍ୟାଣ୍ଡମାଇନ ଓ ୫୫ଟି ଜିଲୋଟିନ୍ ରହିଛି।

