ହକି ଫାଇନାଲ ମ୍ୟାଚ୍ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବଲିଉଡ ନାୟିକା ସାରା ଅଲୀ ଖାନ
ଶନିବାର ଦିନ ହକି ଇଣ୍ଡିଆ ଲିଗ୍ର ଫାଇନାଲ ମ୍ୟାଚ୍ |ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ନାୟିକା ସାରା ଅଲୀ ଖାନ ଯୋଗଦେବେ। ସାରା ନିଜର ବିଭିନ୍ନ ହିଟ୍ ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିବେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଫାଇନାଲ ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ହେବ।ଏହାସହ ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପଲ୍ଲୀଶ୍ରୀ ମେଳାଙ୍କୁ ଉଦ୍ଘାଟନ କଲାପରେ ଫାଇନାଲ ମ୍ୟାଚ୍ରେ ଯୋଗଦେବେ।

