ରାଜ୍ୟ

ପୁରୀ ଇଣ୍ଟରସିଟି ଟ୍ରେନରୁ ୪ ଲୁଟେରା ଗିରଫ

Spread the love

ଆଜି ସକାଳୁ ରାଉରକେଲା ଷ୍ଟେସନରୁ ଇଣ୍ଟରସିଟି ଟ୍ରେନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା|ଏହି ଟ୍ରେନରେ ଲୁଟେରାମାନେ ରହିଥିବା ଜିଆରପି ପୋଲିସ ଖବର ପାଇଥିଲା |ଝାରସୁଗୁଡା ପହଞ୍ଚିବା ପରେ ସମ୍ବଲପୁର ଜିଆରପିର କିଛି ଅଧିକାରୀ ଟ୍ରେନ ଭିତରକୁ ଚଢ଼ିଥିଲେ  | ତେବେ କିଛି ଲୁଟେରା ଟ୍ରେନ ରେ ଥିବା ଉପର ସିଟରେ ପେପର ପଢିବା ଷ୍ଟାଇଲ ରେ ବସି ଉପର ସିଟରେ ଯାତ୍ରୀମାନଙ୍କ ବ୍ୟାଗରୁ ସୁନା ଲୁଟ କରିବା ସମୟରେ ପୋଲିସ ଦ୍ୱାରା 4 ଲୁଟେରାକୁ ଗିରଫ କରିଥିଲା

Leave a Reply

Your email address will not be published. Required fields are marked *