ଶିକ୍ଷା

ଓଡିଶା ପୋଲିସରେ ୯୩୩ ସବ୍- ଇନ୍ସପେକ୍ଟର ପଦବୀ ଖାଲି

Spread the love

ଓଡିଶା ପୋଲିସ ବୋର୍ଡ ପକ୍ଷରୁ ୯୩୩ ସବ୍- ଇନ୍ସପେକ୍ଟର ଏବଂ ଅନ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ସାଇଟରେ ତୁରନ୍ତ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୬୦୯

ସବ୍ ଇନ୍ସପେକ୍ଟର : ୨୫୩
ଷ୍ଟେସନ ଅଫିସର : ୪୭
ଆସିଷ୍ଟାଣ୍ଟ ଜେଲର : ୨୪

ଆବେଦନ କରିଥିବା ପ୍ରାର୍ଥୀ ଓଡିଆରେ ଲେଖିବା, କହିବା ଏବଂ ପଢିପାରୁଥିବା ଜରୁରୀ । ଏସଆଇ (ଆର୍ମଡ) ଏବଂ ଆସିଷ୍ଟାଣ୍ଟ ଜେଲର ପୋଷ୍ଟ ପାଇଁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ଫାୟାର ସର୍ଭିସ ପାଇଁ ପ୍ରାର୍ଥୀ ବିଜ୍ଞାନ/ଇଂଜିନିୟରିଂରେ ଗ୍ରାଜୁଏସନ କରିଥିବା ଜରୁରୀ ।ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/SEBC ଏବଂ ମହିଳାଙ୍କୁ ସର୍ବାଧିକ ବୟସ ସୀମାରେ ୫ ବର୍ଷ ଛାଡ୍ ମିଳିବ ।ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଫିଜିକାଲ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ଟେଷ୍ଟ ଜରିଆରେ ହେବ ।ଚୟନିତ ପ୍ରାର୍ଥୀଙ୍କୁ ୩୫,୪୦୦ରୁ ୧,୧୨,୪୦୦ ଟଙ୍କା ମାସିକ ମିଳିବ ।

Leave a Reply

Your email address will not be published. Required fields are marked *