ଦେଶ ବିଦେଶ

ମେ’ ୪ରେ NEET ୟୁଜି ପରୀକ୍ଷା

Spread the love

ଆସନ୍ତା ମେ’ ୪ରେ ହେବ NEET ୟୁଜି ପରୀକ୍ଷା । ଏଥିରେ ଓଡ଼ିଆ ସମେତ ୧୩ଟି ଭାରତୀୟ ଭାଷାରେ ହେବ ପରୀକ୍ଷା । ଏଥିପାଇଁ ଆଜିଠୁ ୭ ମାର୍ଚ୍ଚ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧ ମେ’ରେ NTA ୱେବସାଇଟରୁ ମିଳିବ ଆଡମିଟ କାର୍ଡ । ଗୋଟିଏ ସିଟିଂରେ ଅପରାହ୍ନ ୨ରୁ ୫ଟା ହେବ ପରୀକ୍ଷା ।ଭାରତରେ ଡାକ୍ତରୀ ଓ ଆନୁଷଙ୍ଗିକ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ୟୁଜି ହେଉଛି ଏକମାତ୍ର ପ୍ରଶ୍ନପତ୍ର। ମେ’ ୪ ତାରିଖରେ ପେନ୍ ଓ କାଗଜ ମୋଡରେ ଏହି ପେପର ଅନୁଷ୍ଠିତ ହେବ। ୨୦୨୫ ଜୁନ୍ ୧୪ ସୁଦ୍ଧା ନିଟ୍ ୟୁଜି ୨୦୨୫ର ଫଳାଫଳ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *