ଦେଶ ବିଦେଶ

ପୁଲୱାମା ଆକ୍ରମଣକୁ ପୂରିଛି ୬ ବର୍ଷ

Spread the love

ଆଜିର ଦିନରେ ଠିକ୍ ୬ ବର୍ଷ ତଳେ ଯେବେ ଆତଙ୍କବାଦୀଙ୍କ ଜାଲରେ ଫସି ଯାଇଥିଲେ ଭାରତର ବୀର ଯବାନ । ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଦେଶ ହରାଇଥିଲା ୪୦ ବୀରପୁତ୍ର । ୬ ବର୍ଷ ପୂର୍ବେ ଆଜିର ଦିନରେ ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ନେଇଥିଲେ ୪୦ ସିଆରପିଏଫ ଯବାନ । ଫେବୃଆରୀ ୧୪ ତାରିଖ ଭାରତ ପାଇଁ କଳାଦିନ ହୋଇ ରହିଯାଇଛି ।

 

Leave a Reply

Your email address will not be published. Required fields are marked *