ଦେଶ ବିଦେଶ

ପୂର୍ବ ଲଦାଖରେ ଭାରତ-ଚୀନ୍‌ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶର ସେନାଙ୍କ ସହମତି ପ୍ରକାଶ

Spread the love

ପୂର୍ବ ଲଦାଖରେ ଭାରତ-ଚୀନ୍‌ ସୀମା ବିବାଦର ସମାଧାନ ପାଇଁ  ଉଭୟ ଦେଶର ସେନା ସହମତି ପ୍ରକାଶ କରିଛନ୍ତି।  ପୂର୍ବ ଲଦାଖରେ ଏବେ ସ୍ଥିତି ସ୍ୱାଭାବିକ ହେବା ନେଇ  ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସିନିୟର କର୍ଣ୍ଣେଲ ଉ କିଆନ୍  କହିଛନ୍ତି, ବର୍ତ୍ତମାନ ଚୀନ୍ ଏବଂ ଭାରତୀୟ ସେନା ସୀମାନ୍ତ ଅଞ୍ଚଳରେ ସଂପୂର୍ଣ୍ଣ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ମିଳିତ ଭାବେ କାମ କରୁଛନ୍ତି ଏବଂ ଏଥିପାଇଁ ବିଭିନ୍ନ ସ୍ତରରେ ସହମତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *