ରାଜ୍ୟ

ସମ୍ବଲପୁରରେ ପୋଲିସ ଓ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ

Spread the love

ଭୋର ୫ଟା ୩୫ ମିନିଟରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗୋ ଚାଲାଣକାରୀ । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ଦୁଇ ଗ୍ୟାଙ୍ଗଷ୍ଚର ।ଏକ ଟ୍ରକରେ ବେଆଇନ ଗୋ ଚାଲାଣ କରୁଥିବା ସମୟରେ ପୋଲିସ ଗୁଳି ଚଳାଇଥିଲା ।  ଜଣଙ୍କର ବାମ ଗୋଡ଼ରେ ଆଉ ଜଣଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି ।  ଆହତ ଅବସ୍ଥାରେ ଉଭୟଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।  ଉଭୟ ଗ୍ୟାଙ୍ଗଷ୍ଟରଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *