odisha

ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ

Spread the love

ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମକୁ ଜେସିବି ଲଗାଇ ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଡ଼ି ନେଇଥିବା ଜଣାପଡ଼ିଛି । ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ, ଜେସିବି ମାଲିକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରଉଚରା କରୁଛି।

 

Leave a Reply

Your email address will not be published. Required fields are marked *