ଦେଶ ବିଦେଶ

ତେଲେଙ୍ଗାନା ଗସ୍ତ କରିବେ ପିଏମ୍ ମୋଦି

Spread the love

ଗସ୍ତ ସୂଚୀ ଅନୁସାରେ, ୱାରାଙ୍ଗାଲରେ ୧୦ଟା ୧୫ରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଭଦ୍ରକାଳୀ ମନ୍ଦିର ଗସ୍ତ କରିବେ । ପରେ ହନୁମାନକୋଣ୍ଡା ସ୍ଥିତ ସରକାରୀ କଳା ଓ ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବା ୬ ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ଵୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ବିକାନେର ଅଭିମୁଖେ ପ୍ରସ୍ଥାନ କରିବେ ।

Leave a Reply

Your email address will not be published. Required fields are marked *