ରାଜ୍ୟ

ଭୁବନେଶ୍ୱରରେ ସକାଳ ୯ଟାରୁ ଅପରାହ୍ଣ ୩ଟା ଯାଏ ଟ୍ରାଫିକ୍‌ କଟକଣା

Spread the love

ଆଜି କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଓ ଏହାର  ଆଖପାଖ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାକୁ ଦୃଷ୍ଟିରେ  ରଖି ଭୁବନେଶ୍ୱର ସହର ଏବଂ ଏହାର ଆଖପାଖରେ ବିଶେଷକରି  ରାଜମହଲ ଛକରୁ ରୁପାଲି ଛକ ପର୍ଯ୍ୟନ୍ତ(ଉଭୟ ପାଶ୍ୱର୍) ରାସ୍ତାରେ  ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା ହେବାର ଆଶଙ୍କା  କରାଯାଉଛି ।। ନିରାପଦ ଓ ବାଧାମୁକ୍ତ ଯାତ୍ରା  ନିମନ୍ତେ ପୁଲିସ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ପୁଲିସ କମିଶନର  ଡା. ଏସ୍‌ ଦେବଦତ୍ତ ସିଂହ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *