ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହରେ ତାତି। ରାଜ୍ୟରେ ଭୁଶୁଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ବିଜେପି ବିଧାୟକଙ୍କ ହୋ-ହଲ୍ଲା ଫଳରେ ଚାଲିପାରିଲାନି ଗୃହ।
ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗରେ ୱେଲ୍ କୁ ଯାଇ ବିଜେପି ବିଧାୟକଙ୍କ ନାରାବାଜି ଭିତରେ ଗୃହ ଚାଲିପାରିନି। ଫଳରେ ଦିନ 11ଟା 30 ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।