ରାଜ୍ୟ

ପ୍ରବଳ ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ

Spread the love

ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ ହୋଇଯାଇଛି। ମନ୍ଦିର ପରିସରରେ ପାଣି ଜମି ରହିଛି। ସୂର୍ଯ୍ୟ ମନ୍ଦିରର ପ୍ରବେଶ ରାସ୍ତା ସହିତ ମନ୍ଦିର ବେଢ଼ାରେ ପାଣି ଜମି ରହିଛି। ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି।ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ତୁହାକୁ ତୁହା ବର୍ଷା ହେଉଛି।ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପସେଟ୍ ଲଗାଇ ଜମି ରହିଥିବା ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି।

 

 

 

Leave a Reply

Your email address will not be published. Required fields are marked *