ଫଳ କ୍ରେଟ୍ ତଳେ ଅଭିନବ ଉପାୟରେ ଗଞ୍ଜେଇ ଜବତ
ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଲମ୍ବିଛି ଗଞ୍ଜେଇ ଚାଲାଣର ନେଟଵର୍କ। ମାଫିଆମାନେ ଧରା ନପଡ଼ିବା ପାଇଁ ବିଭିନ୍ନ ତରିକା ଆପଣାଉଛନ୍ତି। ଏଥର ଫଳ କ୍ରେଟ୍ ତଳେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଡିରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ହାବୁଡ଼ରେ ପଡ଼ିଛନ୍ତି।ଆନ୍ଧ୍ରପ୍ରଦେଶର କ୍ରିଷ୍ଣାଭରମ୍ ଟୋଲ ପ୍ଲାଜା ଗେଟ୍ ଭାଙ୍ଗି ମାଫିଆ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଡିଆରଆଇ ଟିମ୍ ତିନିଜଣ ମାଫିଆଙ୍କୁ କାବୁ କରିଛି।
ଏଥସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗୋଟିଏ ଟ୍ରକ ଓ ଏସକର୍ଟ କାର୍କୁ ଜବତ କରିଛି। ଉଭୟ ଗାଡ଼ିରୁ ୮୦୮ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗି

