ମନୋରଞ୍ଜନ

‘ଭୁଲ୍‌‌ ଭୁଲେୟା-୩’ ଟ୍ରେଲର ରିଲିଜ

Spread the love

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲର ରିଲିଜ ହୋଇଛି। ବଲିଉଡ ଷ୍ଟାର କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ପ୍ରଯୋଜକ ଭୂଷଣ କୁମାର ଓ ନିର୍ଦ୍ଦେଶକ ଅନୀସଙ୍କ ଉପସ୍ଥିତିରେ ଜୟପୁରର ରାଜ ମନ୍ଦିର ସିନେମା ହଲରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି। ହରର-କମେଡି ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ରୁହ ବାବା ଭୂମିକାରେ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ରୁହ ବାବାଙ୍କୁ ଗୋଟିଏ ନୁହେଁ ବରଂ ଦୁଇ ଜଣ ମଞ୍ଜୁଲିକାଙ୍କୁ ସାମ୍ନା କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *