ଦେଶ ବିଦେଶ

ଦେଶରେ ଆସନ୍ତା ବର୍ଷ ହେବ ଜନଗଣନା

Spread the love

ଦେଶରେ ଆସନ୍ତା ବର୍ଷ ହେବ ଜନଗଣନା ।  ୨୦୨୫ରୁ ଆରମ୍ଭ ହୋଇ ଏହି ଚକ୍ର ୨୦୨୬ ପର୍ଯ୍ୟନ୍ତ ଚାଲିବ ।  ୨୦୨୬ରେ ପ୍ରକାଶ ପାଇବ ରିପୋର୍ଟ । ଶେଷ ଥର ୨୦୧୧ରେ ହୋଇଥିଲା ଜନଗଣନା ।  ତେବେ କରୋନା ପାଇଁ ବନ୍ଦ ଥିଲା ୨୦୨୧ ଜନଗଣନା । ଏବେ ୨୦୨୫ରେ ଆରମ୍ଭ ହେବ ।  ଏହା ପରେ ୧୦ ବର୍ଷକୁ ଥରେ ହେବାକୁ ଥିବା ଜନଗଣନା ୨୦୩୫ ହେବ ।  ଏହା ପରେ ୨୦୩୫ , ୨୦୪୫ ଏବଂ ୨୦୫୫ରେ ହେବ । ଅନେକ ଜାତୀୟ ଗଣମାଧ୍ୟମରେ ଜନଗଣନା ଆରମ୍ଭ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣ ସରିବା ପରେ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ ।

Leave a Reply

Your email address will not be published. Required fields are marked *