odisha

ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସୁଛନ୍ତି ଆଉ ୫ଟି ବାଘୁଣୀ

Spread the love

ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସୁଛନ୍ତି ଆଉ ୫ଟି ବାଘୁଣୀ। ବର୍ତମାନ ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ବାଘୁଣୀ ଛଡାଯାଇଥିବା ବେଳେ ଆଗକୁ ଆଉ ୫ଟି ବାଘୁଣୀ ଅଣାଯାଇ ଛଡାଯିବ। ଖୁବଶୀଘ୍ର ମହାରାଷ୍ଟ୍ରରୁ ବାଘୁଣୀ ଆସିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଶିମିଳିପାଳରେ ବର୍ତ୍ତମାନ ୪୦ଟି ବାଘ ରହିଥିବା ବେଳେ ବାଘ ବଂଶ ବିସ୍ତାର ପାଇଁ ଆଉ ବାଘ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *