ରାଜ୍ୟ

ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

Spread the love

ସ୍ପଷ୍ଟ ଦିବାଲୋକରେ ଟାଙ୍ଗିଆ ଦେଖାଇ ଲୁଟ୍ ହୋଇଥିବାର ଅଭିଯୋଗ ଆସିଛି। ସ୍ପଷ୍ଟ ଦିବାଲୋକରେ ଟାଙ୍ଗିଆ ଦେଖାଇ ଲୁଟ୍ ହୋଇଥିବାର ଅଭିଯୋଗ ଆସିଛି। ପଟାମରା ଗାଁରୁ ହଳଦୀ ଗାଁରେ ଥିବା ନିଜ କିୟୋସ ଵ୍ୟାଙ୍କକୁ ଲଳିତ ଗହୀର ଓ ହିମାନି ଗହୀର ଯାଉଥିବା ବେଳେ ରାସ୍ତାରେ ଟାଙ୍ଗିଆ ଦେଖାଇ ଟଙ୍କା ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଘଟଣା ସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *