ରାଜ୍ୟ

ଭିଜିଲାନ୍ସ ଜାଲରେ ପଡିଲେ ରାଜସ୍ବ ନିରୀକ୍ଷକ

Spread the love

ଭିଜିଲାନ୍ସ ଜାଲରେ ପଡିଲେ ରାଜସ୍ବ ନିରୀକ୍ଷକ। ୫୦୦୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଭଦ୍ରକ ଆର୍‌ଆଇ ଭାଗବତ ଖଟୁଆ ନିକଟରୁ ନଗଦ ୫ ହଜାର ଟଙ୍କା ଜବତ ହୋଇଛି। ସେ ଏକ ଚାଷୀ ଜମି କିଷମ ପରିବର୍ତ୍ତନ କରି ଘରବାରି ପଟ୍ଟା କରାଇବା ପାଇଁ ଟଙ୍କା ମାଗିଥିଲେ।  ଆର୍‌ଆଇ ଶ୍ରୀ ଖଟୁଆଙ୍କ ଘର ସମେତ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି ଭିଜିଲାନ୍ସ ଅଧିକାରୀ।

Leave a Reply

Your email address will not be published. Required fields are marked *