ରାଜ୍ୟ

ବାଙ୍ଗିରିପୋଷି ବନାଞ୍ଚଳରୁ ବାଘ ଛାଲ ଜବତ

Spread the love

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବାଲିଖଣି ଗ୍ରାମ ନିକଟରୁ କଲରାପତରିଆ ବାଘ ଛାଲ ଜବତ। ଜବତ କରିଛି ବନବିଭାଗ।ଦୁଇ ବାଇକ୍ ରେ ୪ ବ୍ୟବସାୟୀ ଜଙ୍ଗଲରୁ ବ୍ୟବସାୟ ନିମନ୍ତେ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ବନ ବିଭାଗ। ୩ ଜଣଙ୍କୁ ଗିରଫ କରି ବାଙ୍ଗିରିପୋଷି ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *