କାଲିଠୁ ପୁଣି ବର୍ଷା । ଡିସେମ୍ବର ୨୪ ଓ ୨୫ ତାରିଖରେ ରାଜ୍ୟରେ ପୁଣି ବର୍ଷା ହେବ ।୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନୀ ଡକ୍ଟର ଉମାଶଙ୍କର ଦାସ । ଆକାଶ ମେଘୁଆ ସାଙ୍ଗକୁ ବର୍ଷା ହେବ ।ବର୍ଷା ସାଙ୍ଗକୁ କଲବଲ କରିବ ଘନ କୁହୁଡି ।