ଅପରାଧ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା December 31, 2024 mos live Spread the loveଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦେଶ୍ୟରେ ବୁଲୁଥିବା ୧୩ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି। ଏଆଇ କ୍ୟାମେରାରେ ଧରାପଡ଼ିବା ପରେ ବନବିଭାଗ ୧୩ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ୧୩ଜଣ ଶିକାରୀ କରଞ୍ଜିଆ ଥାନା ରାମଯୋଡ଼ି ଗାଁର ବୋଲି ଜଣାପଡିଛି।