ରାଜ୍ୟ

ସ୍ତମ୍ଭକାର ଚିନ୍ମୟ ହୋତାଙ୍କୁ ଫକୀରମୋହନ ସମ୍ମାନ

Spread the love

‘ସମ୍ବାଦ’ର ସ୍ତମ୍ଭକାର ଚିନ୍ମୟ ହୋତା ଚଳିତ ବର୍ଷ ପାଇଁ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର ଦ୍ୱାରା ପ୍ରଦତ୍ତ ‘ଫକୀର ମୋହନ ସମ୍ବାଦ ସାହିତ୍ୟ ସମ୍ମାନ’ ଗ୍ରହଣ କରିଛନ୍ତି। ପରିଷଦ ଦ୍ବାରା ଆୟୋଜିତ ୧୮୩ତମ ଫକୀରମୋହନ ଜୟନ୍ତୀ ସମାରୋହର ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ‘ସମ୍ବାଦ’ର ଅଧ୍ୟକ୍ଷ ତଥା ପ୍ରାକ୍ତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ଶ୍ରୀ ହୋତାଙ୍କୁ ଏହି ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *