ଦକ୍ଷିଣ କୋରିଆର ଟେକ୍ ଜାଏଣ୍ଟ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ର କୋ-ସିଇଓ ହାନ ଜୋଙ୍ଗ-ହି ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।ହାନ୍ ଜୋଙ୍ଗ-ହି ସାମସଙ୍ଗର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଡିଭାଇସ୍ ବିଭାଗର ମୁଖ୍ୟ ଥିଲେ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।