ଦେଶ ବିଦେଶ

ଏପ୍ରିଲ ୬ ତାରିଖରେ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ପ୍ରଥମ ଲିଫ୍ଟ ସି ବ୍ରିଜ୍

Spread the love

ଆଗାମୀ ରାମନବମୀ ଅବସରରେ ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ରେଳ ସେତୁ ‘ନୂତନ ପମ୍ବାନ ସେତୁ’କୁ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ୨.୦୫ କିଲୋମିଟର ଲମ୍ବର ଏହି ଢାଞ୍ଚା ପୁରୁଣା ପମ୍ବାନ ବ୍ରିଜ୍‌ର ସ୍ଥାନ ନେବ, ଯାହା ୨୦୨୨ରେ କ୍ଷୟଜନିତ କାରଣରୁ ବନ୍ଦ ହୋଇଯାଇଥିଲା। ରେଳ ବିକାଶ ନିଗମ ଲିମିଟେଡ୍  ଦ୍ୱାରା ୨୭୯.୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ସେତୁ ଭାରତୀୟ ମୁଖ୍ୟଭୂମି ଓ ରାମେଶ୍ୱରମ୍ ଦ୍ୱୀପ ମଧ୍ୟରେ ରେଳ ଯୋଗାଯୋଗ ବୃଦ୍ଧି କରିବ।

 

Leave a Reply

Your email address will not be published. Required fields are marked *