ମନୋରଞ୍ଜନ

ରଶ୍ମିକା ମନ୍ଦନା ସାଇବର ସୁରକ୍ଷା ନ୍ୟାସନାଲ ବ୍ରାଣ୍ଡ୍ ଆମ୍ବାସଡର

Spread the love

ବଢୁଥିବା ଡିପଫେକ୍ ମାମଲା ପରେ ଭାରତରେ ସାଇବର ସୁରକ୍ଷାକୁ ସଶକ୍ତ କରିବା ପାଇଁ ଭେଟେରାନ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ସାଇବର ସୁରକ୍ଷା  ନ୍ୟାସନାଲ ବ୍ରାଣ୍ଡ୍ ଆମ୍ବାସଡର ଭାବରେ ନିଯୁକ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଇଣ୍ଡିଆନ୍ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର’ (ଆଇ୪ସି) ମାଧ୍ୟମରେ ସାଇବର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାକୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।

ବଢୁଥିବା ଡିପଫେକ୍ ମାମଲା ପରେ ଭାରତରେ ସାଇବର ସୁରକ୍ଷାକୁ ସଶକ୍ତ କରିବା ପାଇଁ ଭେଟେରାନ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ସାଇବର ସୁରକ୍ଷା  ନ୍ୟାସନାଲ ବ୍ରାଣ୍ଡ୍ ଆମ୍ବାସଡର ଭାବରେ ନିଯୁକ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଇଣ୍ଡିଆନ୍ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର’ (ଆଇ୪ସି) ମାଧ୍ୟମରେ ସାଇବର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାକୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତା ଉପରେ ଆଧାର କରି ରଶ୍ମିକା ସାଇବର ଅପରାଧର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅନଲାଇନ୍ ନିରାପତ୍ତାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *