ମହାନଗର

ଓଡ଼ିଶା ଆସିବେ ଆଇଏଏସ୍‌ ମନୋଜ ସାହୁ

Spread the love

କେନ୍ଦ୍ରରେ ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ମନୋଜ କୁମାର ସାହୁ ଇଣ୍ଟର କ୍ୟାଡର୍‌ ଡେପୁଟେସନ୍‌ରେ ଓଡ଼ିଶା ଆସିବେ । ସେଥି ପାଇଁ ତାଙ୍କୁ କେନ୍ଦ୍ର କ୍ୟାବିନେଟ୍‌ ନିଯୁକ୍ତି କମିଟିର କାର୍ମିକ ବିଭାଗ ପକ୍ଷରୁ  ଅନୁମତି ମିଳିଛି ।। ଶ୍ରୀ ମୋହନ  ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ  ଗ୍ରହଣ କରିବା ସମୟରେ ଶ୍ରୀ ସାହୁ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଜରୁରି ଭାବେ ତାଙ୍କୁ ଡେପୁଟେସନରେ  ଅଣାଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ  ପଦବିରେ ଅବସ୍ଥାପିତ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *