ରାଜ୍ୟ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ January 22, 2025 mos live Spread the loveମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏଥିରେ ୭ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ମୋହର ବାଜିପାରେ। ତେବେ କେଉଁ କେଉଁ ପ୍ରସ୍ତାକୁ କ୍ୟାବିନେଟର ମଞ୍ଜୁରି ମିଳୁଛି, ତାହା ଦେଖିବାକୁ କେବଳ ଅପେକ୍ଷା।