ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗ୍ୟାସ ଦୋକାନରେ ଘଟିଛି ଏଭଳି ଅଭାବନୀୟ ଘଟଣା|ଜଣେ ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ଦେଖିବାକୁ ମିଳିଛି | ମୃତଦେହକୁ ତଳକୁ ଓହ୍ଲାଇ ଛାନଭିନ କରୁଛି ପୁଲିସ| କିନ୍ତୁ ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ କରୁଛି ପୁଲିସ | କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ ପରେ, ପୁଲିସ ପରିଚୟ ଖୋଜିବା ଆରମ୍ଭ କରିଛି|ଏନେଇ ପାହାଳ ପୁଲିସ ସରଜମିନ ତଦନ୍ତ ଆରମ୍ଭ କରିଛିI

